by Arundhati Senapati ✓ · 16 May 2020
ହାତରେ କେଇଟା ଟଙ୍କା ଗୁଞ୍ଜି ଦେଇ ମୁଠାଏ ଭାତ କି ଦିଇଟା ଇଟିଲି ଧରେଇ ଦେଲେ ଭୋକର ଅନ୍ତ ହୁଏନା। ଏ ପେଟ ପାଇଁ ହିଁ ସବୁ ନାଟ ପେଟ ଦେଲ କାହିଁ ହେ ଦଇବ...... ପେଟ ନ ଥିଲେ ଭୋକ ବି ନ ଥା'ନ୍ତା ଭୋକର ଦାଉ ସବୁଠୁ ଅସହ୍ୟ।
Loading comments…
Loading comments…