by Rama chandra Pradhan ✓ · 17 Nov 2020
ଭୋକ ତ ମାନେନି ଜାତି ଧର୍ମ ବର୍ଣ୍ଣ ଜୀବନ ଯନ୍ତ୍ରଣା ବେଳ ଦେଖେନି ସେ କେବେ ପିଲା କି' ବୟସ୍କ ବଳୁଆ ଅବା ନିର୍ବଳ l ଏ ଦୁନିଆ ଦାଣ୍ଡେ ସର୍ବେ ହାଇଁପାଇଁ ନିଜ ପେଟ ଭୋକ ପାଇଁ ଥମିଯାଏ ପାଦ ସରେନାହିଁ ପଥ ତଥାପି ହାର
Loading comments…
Comments
Loading comments…