by Dharitri Das ✓ · 13 Dec 2020
ମନର ଭୋକ ମୋ ନମେଣ୍ଟିଲେ ନାହିଁ ଜୀବ ଯାଉ ତୁମ ଶ୍ରୀମୁଖକୁ ଚାହିଁ। ତୁମ ବଡ଼ ଦାଣ୍ଡେ ଗଡ଼ି ଗଡ଼ି ମୁଁ ଯେ ବଞ୍ଚି ଯିବି ନାମାମୃତ ପିଇପିଇ।
Loading comments…
Loading comments…