by Sudesna Swain ✓ · 4 Jul 2021
ନିକୁଶ ଏ ମାନବ ନିକୁଶ ତାର ଚିନ୍ତାଭାବ ମନ ସ୍ତାତ୍ଵିକକୁ ହରାଇ ସେ କଲା ଅପକର୍ମ ପରିଚୟ ହରାଇ ଥିଲି ଏବେ ନିଜସ୍ୱ ମର୍ଯ୍ୟାଦା ବି ହରାଇଲି ଅଇଁଠା ପତର ପରି ଭାବି ଶେଷେ ଅଳିଆ ଗଦାରେ ଯାଇ ପଡିଲି ବିଶ୍ୱନିୟନ୍ତାଙ୍କ ବାରିଧିରୁ ବାରିଧାରା
Loading comments…
Loading comments…