
ଖାଇବା ପାଇଁ ବଞ୍ଚୁଥିବା ଦେହବାଦୀମାନଙ୍କର ଭୋକ ନୁହେଁ ; ବଞ୍ଚିବାପାଇଁ ଖାଉବାକୁ ପାଉ ନ ଥିବା ଭୋକ ଭୟ ଓ ଭ୍ରଷ୍ଟାଚାରର ଶିକାର ସାଜୁଥିବା ସରଳ ମଣିଷମାନଙ୍କର ପେଟର ଭୋକର ଚିତ୍ରକୁ ଉପସ୍ଥାପନ କରି ଏଥିରୁ ମୁକୁଳିବାର ରାସ୍ତା ଖୋଜିବାର ସଚେତନତା ସୃଷ୍ଟି ହିଁ ଏ କବିତାର ପୃଷ୍ଠଭୂମି । ସାମାଜିକ ପ୍ରତିବଦ୍ଧତାର ସ୍ଵର ହିଁ ଏ କବିତାର ମୁଖ୍ୟ ବିଭବ ।
Loading comments…