by Pravat Kumar Mohapatra ✓ · 22 Oct 2021
ସେ ତ ଜଗତ ସାଇଁ, ସେତ ଆମ ହିତ ପାଇଁ ଏ ପ୍ରକାର ଭ୍ରମଣକୁ ଦେଲେ ଅନୁମତି ଆସ ଆମେ ତ ଭ୍ରମିବା, ବାଟମଙ୍ଗଳା ଦେଖିବା ଅଠରନଳା ପାଖରୁ କରିବା ମିନତୀ
Loading comments…
Comments
Loading comments…