by Santanu kumar Meher ✓ · 31 Jul 2019
ଋତୁ ଗଲେ ଋତୁ ଆସେ ଧାଇଁ ମୟୂରୀ ପୁଚ୍ଛ ମେଲି ନାଚେ ସହସା । ମାଟି ବାସେ ମହମହ-ଟିପିଟିପି ବର୍ଷାରେ, ପଶୁପକ୍ଷୀ ଖେଳନ୍ତି ଆନନ୍ଦେ,ସଜାଡ଼ିବାକୁ ବସା ।।୪।।
Loading comments…
Comments
Loading comments…