by Tapan Kumar Swain ✓ · 12 Aug 2021
ସ୍ଥାବର ଜଙ୍ଗମ କୀଟଠୁ ପତଙ୍ଗ ସର୍ଵଘଟେ ବିଦ୍ୟମାନ ତବ ଆବାହନେ ପାଷାଣରେ ପ୍ରାଣ ହୁଏ ମାଗୋ ଦିବ୍ୟଜ୍ଞାନ । ତୁମରି ସ୍ୱରୂପ ସବୁରି ଅନ୍ତରେ ହେଉ ମାଲୋ ପ୍ରକାଶିତ, ଦିବ୍ୟ ଚେତନାର ଦିବ୍ୟ ମହକରେ ହେଉ ବାରେ ଉଦ୍ଭାସିତ ।
Loading comments…
Loading comments…