by Ansuman Swain ✓ · 1 Apr 2021
ନଦୀର ପଠାରେ ବାଲି ଘର ତୋଳି ଦେଖୁ ଥିଲ କେତେ ସ୍ୱପ୍ନ ତମେ କହୁଥିଲ ସେହି ଘରେ ଆମ ରହିବ ଦୁଇ ଜୀବନ । କେତେ ଆଶା ଥଲା ଏହି ମୋର ମନେ କରିଦେଲ ସବୁ ଚୁନା କଳଙ୍କିନି ସାଜି ଛିଡା କରି ଦେଲ ହସିବା ମୋ ପାଇଁ ମନା
Loading comments…
Comments
Loading comments…