by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 10 Jul 2021
ଆତ୍ମଗ୍ଳାନିରେ ଧରି ମଳିନ ମୁଖମଣ୍ଡଳ ନିଜକୁ ନିଜେ ହିଁ କରୁଥାଏ ତିରସ୍କାର, ନିଜ ଭୁଲ୍ ଆଉ ଆପଣେଇଥିବା ଭୁଲ୍ ରାସ୍ତା କରୁଥିଲେ ବି ତାକୁ ବାରମ୍ଵାର ବିଦ୍ରୁପ ହୁଏ ସେ ନାଚାର ନିରୁତ୍ତର ସେ ପାଲଟି ଯାଏ କାଠ ପାଷାଣ
Loading comments…
Loading comments…