by SACHALA GURU ✓ · 4 Jan 2021
ପଥେ ପଥେ ସେହି ଗମନ କରଇ ବାଟ ଘାଟ ହୁଏ ବଣା ସଠିକ ସ୍ଥାନରେ ପହଁଚି ପାରେନା ଲଭଇ ଭୁଲ ଠିକଣା || ପିତା ମାତା କନ୍ୟା ବିବାହ କରିଲେ ଭଲ ଶାଶୁ ଘର ଭାବି ପତି ପତ୍ନୀଙ୍କର ଜାତକ ନ ପଡେ ଭୁଲ ଠିକଣା ତ ସେଠି ||
Loading comments…
Comments
Loading comments…