by Rabindra Mishra ✓ · 1 Dec 2019
ହସ ତୁମ ପ୍ରୀତିପୂର୍ବା କ୍ଷଣିକେ କରାଏ ଦୁର ଆଘାତ ବା ଅବସାଦ ଯେତେ ଦିବସର ହରିନିଏ ପ୍ରେମ ହୋଇ ଯନ୍ତ୍ରଣା ଭୁଲାଇ ଦିଏ ଆଣିଦିଏ ଶରୀରରେ ମନ ମତୁଆଲା ପୁନଃ ମିଳନର ସ୍ୱର ।
Loading comments…
Comments
Loading comments…