by Prabhati Mahapatra ✓ · 9 Jul 2021
ତୁମ ସ୍ନେହ ବନ୍ଧନରୁ ବାହାରି କେତେ ଦୁଃଖ ପାଉଛି, ଦେଖ ଥରେ । ସଂସ୍କାର ଦେଇ ଗଢିଛ, ବାପା ଚାଲି ଯିବା ଦୁଃଖ ଅନୁଭବ ହୋଇନି। କେବଳ ତୁମରି ଶୀତଳ ଛାଇ ଅଜସ୍ର ଶାନ୍ତି ବାଢ଼ି ଦେଉ ଥିଲା ।
Loading comments…
Comments
Loading comments…