by Narayan chandra Senapati ✓ · 9 Jun 2019
ରଚିବାକୁ ପ୍ରେମ ଇତିହାସ ପ୍ରୀତିର ତାଜମହଲରେ ସାନନ୍ଦେ ହଜିଯାନ୍ତି ଭୁଲିଯାଆନ୍ତି ଅତୀତର ମୁହୂର୍ତ୍ତମାନ କଳ୍ପନାର ବାୟାବସାରେ ସଞ୍ଚିଥାନ୍ତି ଆଶା ବାହିବାକୁ ପ୍ରାଣୟର ତରୀ ନବ ପଲ୍ଲବିତ ପ୍ରଫୁଲ୍ଲତାର ହଲଚଲ ପାରାବାରେ ।
Loading comments…
Loading comments…