by ବୀରେନ୍ କୁମାର ବେହେରା ✓ · 20 Sept 2020
ହୋମନିଆଁ ଆଗେ ସ୍ୱାମୀ ହିଁ ପିନ୍ଧାଏ, ସିନ୍ଦୁର ଟୋପା ଯତନେ ।। ଜନ୍ମ ଜନ୍ମାନ୍ତର ସାଥୀ ହେବା ପାଇଁ, ଶପଥ ନିଅନ୍ତି ଦୁହେଁ । ସମ୍ପର୍କଟା ତେଣୁ ହୁଏ ମଜବୁତ୍, ବିବାହେ ଆପଣା ଛାଏଁ ।। ବିବାହଟି ଯେଣୁ ପବିତ୍ର ବନ୍ଧନ, ଯୌତୁକ ଏଠି ନ ରହୁ
Loading comments…
Comments
Loading comments…