by Bunee Tripathy ✓ · 21 Sept 2020
ଦୁଇ ପରିବାର ବନ୍ଧନ ଡୋରିରେ ବାନ୍ଧିଦେଲେ ଦୁଇମନ ପରିଚୟ ହୀନ ଦୁଇଟି ଆତ୍ମାକୁ ବିବାହ ବାନ୍ଧେ ଜୀବନ। କୂଳ ଦେବତାଙ୍କୁ ସାକ୍ଷୀ ରଖିପରା ଖଇ ଆଞ୍ଜୁଳୀ ସେ ଦେଲା ଲବଣୀ ଚାଉଳ ପକାଇ ପରା ସେ ସାତ ଜନ୍ମେ ସାଥି ହେଲା।
Loading comments…
Comments
Loading comments…