by Binodini Dash ✓ · 22 Sept 2020
ବିବାହ ଫଳରେ ଝିଅଟିର ରୂପ ବଦଳେ ଶଙ୍ଖା, ସିନ୍ଦୂରେ, ସ୍ୱାମୀ ପରିବାର କରିଣ ନିଜର ସଭିଙ୍କୁ ଆଦର କରେ, ସୁନାବୋହୂ ସେ ହୋଇଣ, ସମାଜ ଚଳଣୀ, ରୀତିନୀତି ସଙ୍ଗେ ସମ୍ମାନେ କାଟେ ଜୀବନ ।
Loading comments…
Loading comments…