by kahnu charan sahu ✓ · 23 Sept 2020
ପତି ପତ୍ନୀ ହୋଇ ଦାମ୍ପତ୍ୟ ଜୀବନ କରନ୍ତି ଅତିବାହିତ ନବ ସୂର୍ଯୋଦୟେ ନବ କଳିକାର ହୁଏ ପୃଥୀପୃଷ୍ଠେ ଜାତ । ଗଢନ୍ତି ଦୁନିଆ ନିଜ କର୍ମ କରି ଉତ୍ସର୍ଗୀ ନିଜର ପ୍ରାଣ ସନ୍ତାନଙ୍କ ପାଇଁ ଝରାଇ ସେ ଲହୁ ସଞ୍ଚୟ କରନ୍ତି ଧନ ।
Loading comments…
Loading comments…