by Balaji Sethi ✓ · 21 Sept 2021
ମଧୁ କୋଷେ ମଧୁ ସଞ୍ଚେ ପ୍ରାୟେ ସାଧୁ ଶ୍ରମ ସାଧି ମଧୁକାରୀ ବରଳେ ବିଞ୍ଚନ୍ତି ଗରଳ କଣ୍ଟକ ହେବେ କାହୁଁ ଉପକାରୀ ।। ଅନିଷ୍ଟ ନ କରି ସଭିଙ୍କ ବଇରୀ ଫାନ୍ଦ କୁ ଅବୁଝା ମୀନ ହରଷେ ଉଦର ତୋଷେ କୂଟକାର ନିର୍ଦୟେ ଫନ୍ଦି ପରାଣ ।।
Loading comments…
Loading comments…