by Amit Bal ✓ · 1 Mar 2021
ଯେଉଁଠି ଲୁହ ସବୁ ଝରିପଡେ କାକର ଟୋପା ହୋଇ ନିର୍ଜନ ପଥ ଚାହିଁ ଥାଏ ଅଭିସାର ପାଇଁ , ଏମିତି ବି ଓଠ ଧାରେ ହସ ମୋ ପାଇଁ ସାତ ସ୍ୱପ୍ନ ଆଉ ସେଇ ସ୍ୱପ୍ନର ଉଆସେ ଶ୍ୱାସରୁଦ୍ଧ ଏ ଜୀବନ
Loading comments…
Loading comments…