by Prafulla Chandra Mishra ✓ · 28 Feb 2021
ଦୁଷ୍ମନ୍ତ ବିଚ୍ଛେଦେ ଶକୁନ୍ତଳା ଯେହ୍ନେ ନଳ ପାଇଁ ଦମୟନ୍ତୀ ଦାରୁଣ ବିଚ୍ଛେଦ କରୁଣ କାହାଣୀ ଛଡାଇଛି ସୁଖ ଶାନ୍ତି କନ୍ଦର୍ପ ବିହୁନେ ରତି ଦେବୀ ଯେହ୍ନେ ଦୁଃଖରେ ଦିନ କାଟନ୍ତି ତେମନ୍ତ ବିଚ୍ଛେଦ ବିଷମୟ ଶବ୍ଦ ଜାଳି ପୋଡ଼ି ଦିଏ ଛା
Loading comments…
Loading comments…