by ତାରାପ୍ରସାଦ ଜେନା ✓ · 2 Dec 2019
ନାଚୁଥିବେ ଥେଇ ଥେଇ ସୋମରସ ପାନେ ଛକା ଛକି ହାଲ୍ଲା ପାଲା ଅବିବେକୀ ଗାନେ । ଛାୟା ମାୟା ଖେଳ ଖେଳି ଇଜ୍ଜତକୁ ସାରି ପଣସକୁ ନିଜେ ଖାଇ ଅଠା ଦେବେ ମାରି ।
Loading comments…
Loading comments…