by Hrushikesh Satpathy ✓ · 6 Jan 2019
ସରମି ଯାଇଛି ନରମ ନୟନ ଅବା ଭିଜିଅଛି ନିରାଶା ନୀରେ । ଶୋକ ସନ୍ତାପିତ କାରୁଣ୍ୟ ଚାହାଣି ମରମେ ମରମେ ଦରଦ ଭରେ ।
Loading comments…
Comments
Loading comments…