by Dr Kulangar ✓ · 4 Jan 2021
ଆଗରୁ ପିଲାଏ କମ୍ପ୍ଲେନ୍ କରୁଥିଲେ ମିସ୍ ୟେ ମୋ କପି ସିଏ ମୋ ବୁକ୍ ନେଲାଣି; ଏବେ କହିବେ ମିସ୍ ମିସ୍ ଦେଖ ଇଏ ମୋ ମାସ୍କ୍ ସିଏ ମୋ ସାନିଟାଇଜର୍ ନେଲାଣି!
Loading comments…
Comments
Loading comments…