by Jashobant Pattanayak ✓ · 4 Jan 2021
ଅନେକ ଦିନ ପରେ... ମୁଁ ଟିକେ ଖିଲିଖିଲି ହସିଦେଲି ବୋଲି, ଧିରେ ଧିରେ ନୀରବରେ, ପାଦଥାପି ଚାଲିଗଲ କାହିଁ କେତେଦୂରେ ; ଜାଣି ନ ଥିଲି... ତୁମେ ଏତେ ସ୍ୱାର୍ଥପର ହେଇଯିବ ବୋଲି - ଟିକେ ଖୁସି ଦେଇଦେଲାପରେ ।।
Loading comments…
Comments
Loading comments…