ବିଜ୍ଞାନ ଯେତେ କଲେ ବି ଅଗ୍ରଗତି
ପାରିବନି କେବେ ମୃତ୍ୟୁକୁ ରୋକି
ସେଥିପାଇଁ ତ ମଙ୍ଗଳଗ୍ରହରେ ପାଦ ଥାପିଥିବା ଜୀବଶ୍ରେଷ୍ଠ
ଡରିଯାଏ ଆଜି ନିଜ ସମ୍ପର୍କୀୟ ଶବକୁ ଦେଖି ।।ପ୍ରକୃତି ଯେତେ କଲେ ବି ଅତ୍ୟାଚାର
ସହିଯିବ ହସି
ହସି ବଦଳରେ ଦେଉଥିବ ନିଜ ସବୁ ଖୁସି ଜୀବଜଗତର କଲ୍ୟାଣ ପାଇଁ ଯେହୁତୁ ତାହାର ସୃଷ୍ଟି ।।
Comments
Loading comments…