by Bharatabandhu Biswal ✓ · 18 Apr 2021
ଗୋଟିଏ ପଦରେ ପ୍ରିୟ ବିଜୁବାବୁ ବୀର ସମ ହନୁମାନ ସାତ ସମୁଦ୍ରକୁ କରିଲେ ଲଙ୍ଘନ ଉଦ୍ଧରିଥିଲେ ସୁକର୍ଣ୍ଣ ଧନ୍ୟ ହେ ବିଜୟାନନ୍ଦ ଉତ୍କଳର ତୁମେ ସୁଯୋଗ୍ୟ ସନ୍ତାନ କୀର୍ତ୍ତି ତୁମ ଅମଳିନ ।
Loading comments…
Loading comments…