by KRUTIBAS NAYAK ✓ · 17 May 2021
ପାଦ ଅଟକିଲା ବିଜୁଳି ପାଖରେ ଛାତିରେ ବାଜିଛି ଗୁଳି, ବାନର ସେନା ସେ କିଶୋର ବାଳକ କରିଥିଲା ଜନମେଳି | ଫାଙ୍କାଗୁଳି ମାରି କହିଲା ପୁଲିସ ଚାଲିଯାଅ ଜାଗାଛାଡ଼ି, ଗାନ୍ଧୀ ଜୟଧ୍ଵନି ଦେଇ କେତେଜଣ ଆଗକୁ ଆସିଲେ ମାଡ଼ି |
Loading comments…
Loading comments…