ସଂଳାପ-୭୨ #ବିଜୁଳି ମେଘ ବର୍ଷାରେ ଝଲସି ଉଠୁ ଆଖି ପିଛୁଳାକେ ଆସୁ ପୁଣି ଚାଲି ଯାଉ ବିଚାର ବର୍ଷା ବିଚାର ମେଘ ବିଚାର ପାହାଡ, ହସି ହସି ବେଳେ ବେଳେ କାନ୍ଦି ଝୁରି ଡାକୁଛନ୍ତି ବିଜୁଳି ---------ବିଜୁଳି । ©®@କାଶ୍ୟପ ରାୟଗଡ଼ା ।
Loading comments…