by Suresh chandra Padhy ✓ · 2 Dec 2021
କ୍ରୋଧ ଆସି କେବେ ନିଜକୁ ଜାଳି ଦିଏ କ୍ରୋଧ ଯୋଗୁ ମଣିଷ ସୁନାର ସଂସାର ଚୁନା କରିଦିଏ। କ୍ରୋଧ ମଣିଷକୁ ଜ୍ଞାନ ଶୂନ୍ୟ କରିଦିଏ କ୍ରୋଧରେ ମଣିଷ ମହା ବିନାଶର ସମ୍ମୁଖୀନ ହୋଇଯାଏ।
Loading comments…
Loading comments…