by Prasanna Kumar Madala ✓ · 1 Nov 2018
ପୂରୁବ ଆକାଶ ସମ ସଦା ଅନାବିଳ ରହିଥାଅ ଦୂରେ ତୁମେ ହାସ୍ୟଉଜ୍ଜଳ ଲଭୁଥିବି ତୃପ୍ତି ପଢି ଜୀବନ ଦଲିଲ ଜନ୍ମେ ଜନ୍ମେ ଅଶ୍ରୁସିକ୍ତ କବିତା ମୋ ନୀଳ ।
Loading comments…
Loading comments…