by Ramachandra Bhutia ✓ · 12 Apr 2021
ଯଦି ମୋତେ କେବେ ହୃଦେ ଭାଵିଛୁ ତୁ ମାତା ଏକ ମାତ୍ର ଅନୁରୋଧ, ହେ ଚଉବର୍ଗ ଦାତା । ଦେ' ତୁ ମୁକ୍ତି ଏ ବନ୍ଧନୁ, ଆଉ ଧୈର୍ଯ୍ୟ ନାହିଁ ମୋର ତୋ ବିନା ଏ ସଂସାର ଲାଗେ ଯେ ଅସାର ।
Loading comments…
Loading comments…