by Dharitri Das ✓ · 23 Nov 2020
ରୂପ ଦେଖି ହେଲା ମୂର୍ଚ୍ଛିତ ପାର୍ବତୀ ହୋଇଲେ ଦୁଃଖିତ। ଡାକିଲେ ନାରାୟଣ ରଖ ନୋହିଲେ ପୋଡିଯିବ ମୁଖ। ପ୍ରଥମେ ମାୟା କଲା ଯେଣୁ ପରାଭଵ ପାଇଲା ତେଣୁ। ମାୟା ସହି ନ ପାରି ହରି ବୃନ୍ଦା ସତୀତ୍ୱ ନାଶ କରି। ଶିବେ ବଧିଲେ ଜଳନ୍ଧର ଗଉରୀ ହୋଇ
Loading comments…
Loading comments…