by Prasant Kumar Nath ✓ · 26 Nov 2019
ପ୍ରେମକୁ ମୋହର କବର ଦେଇଛ ସ୍ମୃତିକୁ ଦେଇଛ ମାରି ବିରହ ଜ୍ୱାଳାରେ ଜଳି ଜଳି ନିତି ତୁମକୁ ହେଉଛି ଝୁରି
Loading comments…
Loading comments…