by Anirudha Kund ✓ · 19 Jul 2020
ହେଜିଲା ବେଳକୁ ମଝି ଦରିଆରେ ଖେଳୁଛି ଚକା ଭଉଁରି କବଳିତ କରି ନେଇଅଛି ମୋତେ ତୋତେ ମୁଁ ଗଲି ପାଶୋରି ॥୩॥ ନାଆରେ ମୋହର ପାଣି ପଶିଯାଏ ଯାଉଅଛି ମୁହିଁ ଡରି ଆକୁଳେ ଡାକୁଛି ବିକଳ ମନରେ କରିଦିଅ ମୋତେ ପାରି ॥୪॥
Loading comments…
Loading comments…