by Anita Dash ✓ · 7 Oct 2020
ଯାତନାରେ ଜଳି ଧୂଆଁ ଧୂଆଁ ହୁଏ ଅଶାନ୍ତ ମନ, ହୃଦୟ , ଆକତା ମାକତା ମନ ପକ୍ଷୀ ସତେ ଜଡ ମୃତବତ ପ୍ରାୟ । [୩] ଖୋଲା ଆକାଶର ଭାରି ଭାରି ପଣ ମଥାନକୁ ଛୁଇଁ ଯାଏଁ , ଅନିଶ୍ଚିତତାର ଗରୁଭାରେ ପାଦ- ତଳ ମାଟି ଧସିଯାଏ । [୪]
Loading comments…
Comments
Loading comments…