by Bidulata Sahoo ✓ · 6 Jun 2021
କେବେ ଝଡି,ବଢ଼ି,ବନ୍ୟା,କରୋନା ଆସଇ ଧରଣୀପରେ, ମଣିଷ ସତେକି ତୁଠପଥର ସେ ସହିଯିବ ଅବହେଳେ | କରୋନା କରଇ ଗୃହବନ୍ଦୀ ତାକୁ ବତ୍ୟାକରେ ବାସହୀନ, ବନ୍ୟାଆସିଲେ ହୋଇପଡେ ତାର ଦୁର୍ବିସହ ଜୀବନ |
Loading comments…
Comments
Loading comments…