by Sambit Srikumar ✓ · 13 Jun 2021
ଜୀବନ ମୃତ୍ୟୁ ମଧ୍ୟରେ ଚାଲିଛି ଲୁଚକାଳି ଖେଳ ଅନବରତ ତ୍ଵରିତ ଫଇସଲା କରୁଛି ଶ୍ଵାସ କିଏ ମଣିଷ କିଏ ଖାଲି ଘଟ ଏଠି ଅଘୋଷିତ ଜରୁରୀକାଳୀନ ପରିସ୍ଥିତିର କଟକଣା ଛାଟ ଯେ' କେହି ବି ଓଗାଳିବ ସତ ହୋଇବ ନିଶ୍ଚେ ତା'ର ମୁଣ୍ଡକାଟ
Loading comments…
Comments
Loading comments…