by Jagannath Barik ✓ · 8 Nov 2021
ସୁନା ତନୁଲତା ଝାଉଁଳି ଯିବଣି ବିରହ ଅନଳ ଝାସେ କି କରୁଥିବ ମୋ ପ୍ରାଣ ପ୍ରିୟତମା ଝୁରୁଥିବ ବସି ବାସେ ଛାଡୁଥିବ ଦୀର୍ଘଶ୍ୱାସ ସାଥି ବିନା ଗୁରୁ ପ୍ରାସ ମନ ଆକାଶର ବିଶାଳ ଶୂନ୍ୟତା କରିଥିବ ତାକୁ ଗ୍ରାସ
Loading comments…
Loading comments…