by ZYOTSNA PATRAW ✓ · 5 Mar 2019
ସବୁଥିରେ ଶୁଭେ ତୁମ ପାଦ ଶବ୍ଦ ଶୁଭେ ପୁଣି ତୁମ ସ୍ୱର ବାଲୁକା ଶେଯରେ ଦିଶିଯାଏ ମୋତେ ତୁମ ଚପଲର ଗାର।
Loading comments…
Comments
Loading comments…