by Hrushikesh Satpathy ✓ · 21 Mar 2018
ଛିଣ୍ଡା କନା ଖଣ୍ଡେ ଦେହକୁ ଢାଙ୍କିଛି ଆଖିର ଲୁହ ଯେ ଶୁଖି ଯାଇଛି। ଭଙ୍ଗା ମନ ନେଇ ଭଲ ମଣିଷ ଟି ମନ୍ଦିର ଆଗରେ ହାତ ପାତିଛି।
Loading comments…
Loading comments…