by Ratinarayan Rout ✓ · 17 Apr 2021
ବନାନୀ ର ଶୋଭା ବିମୋହିତ କଲା ନୁପୁର ଶବ୍ଦ ହରିଲୁ ଭକତ ରଙ୍କୁଣୀ ତରୁ ଲଟା ମୂଳେ ତୋ ଘଟ ସ୍ଥାପନା କଲୁ ll3ll ଘଟ ଗାଁ ନାମ ହେଲା ସେହି ଦିନୁ ଦେହୁରୀ ଠୁ ପୂଜା ନେଲୁ ତୁହି ଜଗଦ୍ଧାତ୍ରୀ ଜଗତ ଜନନୀ
Loading comments…
Comments
Loading comments…