by Santosh Kumar Ojha ✓ · 5 Jul 2021
ତରବରେ ଲେଖି ଦିଅ ଏଣୁତେଣୁ କଥା ଅତର୍କିତ ଚିରି ଦିଅ ଲେଖିଥିବା ପୃଷ୍ଠା ପଦ ପଡ଼ୁ କି ନପଡ଼ୁ ଭାବ ଥାଉ କି ନଥାଉ ଦେଖିବ ବନି ଯିବ ଏକ ସୁନ୍ଦର କବିତା ।
Loading comments…
Loading comments…