by Sanjya Tripathy ✓ · 17 Aug 2021
ସେ ପୁଣି ଆସିଥିଲେ- କ୍ଷୁଧା, ଦାରିଦ୍ର୍ୟ, ବେକାରୀର କ୍ରମବର୍ତ୍ତମାନ ପରିସଂଖ୍ୟାନ ଆତଙ୍କବାଦର ଅମା ଅନ୍ଧାରରେ- ଗଣଦୁଷ୍କର୍ମର ଲଜାରେ ମହାପ୍ରୟାଣର ପ୍ରହସନରେ- ପୂତିରଂଧମୟ ପ୍ରଶାସନରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ତାଳେ
Loading comments…
Loading comments…