by Sudhir Kumar Panda ✓ · 14 Oct 2019
ମା', ଜାଣୁ ତୁହି ଶସ୍ତ୍ର ସବୁ ନାହିଁ ପ୍ରୟୋଜନ ଅଭୟ ମୁଦ୍ରାରେ ତୋର ପ୍ରେମର ପ୍ଲାବନ ସନ୍ତାନକୁ ମାତା କେବେ କରେନା ହନନ ସନ୍ତାନର ସତ୍ କର୍ମ ତୋହରି ସମ୍ମାନ ଏତିକି କୃପା କର ମା ଧନ୍ୟ ଏ ଜୀବନ।
Loading comments…
Loading comments…