by Sudhir Kumar Panda ✓ · 8 Oct 2019
ମା, ଧନୁ ତୋର କଲି ବିସର୍ଜନ ଟଙ୍କାର ତୋ ଭେଦୁନାହିଁ ଗଗନ ପବନ ଅସୁର ଦେଖାଏ ଦେଖ ପରମାଣୁ ବୋମା ଦେଖିଛ ତ ନାଗାସାକି, ନଷ୍ଟ ହିରେସିମା ବାୟୁ ତୁମେ ନେଇଯାଅ ଧନୁ, ଏଠି ଅଛି ବୋମା।
Loading comments…
Loading comments…