by Basanti Pattnaik ✓ · 23 Jul 2021
ସ୍ପୃହା ହୀନ ହୋଇ ଲେଖନୀ ଛାଡେ ବିଫଳତା ଖୁସିରେ ତା ଛାତିକୁ ଭିଡେ ନିଜର ମନକୁ ପୁଣି କୋଠର କରେ ଅଡୁଆ ସୁତାକୁ ସଳଖି ଧରେ ମନ ଭିତରେ ଆଲୁଅ ଢାଳେ
Loading comments…
Loading comments…