by Bishwaranjan Tripathy ✓ · 17 Jul 2020
ରହି ହୁଏନାହିଁ ସହି ହୁଏନାହିଁ ଦେଖି ସଭିଙ୍କର ଅନୀତି ନାଟ ପାଟି ଖୋଲିଦେଲେ କଥାତ ସରିଲା ଦେଖାନ୍ତି ଅନ୍ୟାୟର ଯେତେ ଛାଟ। ତଥାପି ଏମନ କରିଅଛି ପଣ ରହିଛି ମନେ ମୋ ବହୁତ ଟାଣ ଅନ୍ୟାୟ ଅନୀତି ଯେତେ ବି ଦୁର୍ନୀତି କରିବାପାଇଁ ପ୍ରତିହତ।
Loading comments…
Comments
Loading comments…