by Bidyadhar Sethi ✓ · 28 May 2019
ଭିଟାମାଟି ଝୁରେ ପୁଣି ବାହୁନି ବାହୁନି ହୃଦୟ ବିଦାରି କାନ୍ଦେ ଜନ୍ମଦାତ୍ରୀ ମାଆ ଫେରିବକି ଗଲା ପୁତ୍ର ମାଆର କୋଳକୁ ଜହ୍ନମାମୁଁ ତୋଳି ଆଣି ଦେବ ତା' ହାତରେ
Loading comments…
Comments
Loading comments…