by SUSRI SAHOO ✓ · 6 Nov 2018
ଧର୍ମ କଲେ ଜୀବ ସଦଗତି ଲଭେ ମନରେ ନରଖ ଶଙ୍କା || ସଦବୁଦ୍ଧି, ସଦଜ୍ଞାନ ଲଭୁ ଜନ କରୁଣା ବରଷା ହେଉ ବଳୀ ପ୍ରଥାଟିକୁ ମହାପାପ ଭାବି ଜୀବେ ଦୟା ମନେ ରହୁ
Loading comments…
Comments
Loading comments…